ନୂଆପଡା ଫାଣ୍ଡି ଅଧିକାରୀ ଭାବେ ବିନୀତ ଶତପଥୀଙ୍କ ଦାୟିତ୍ୱ ଗ୍ରହଣ ।

0
234

ଚିକିଟି,୦୫/୧୦/୨୦୨୦(ବ୍ୟୁରୋ ରିପୋର୍ଟ)ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଏଏସଆଇ ସ୍ତରରେ ଅଦଳବଦଳ ହୋଇଥିବା ବେଳେ ସଦର ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟରତ ଥିବା ବିନୀତ କୁମାର ଶତପଥୀ ଙ୍କୁ ଚିକିଟି ନୂଆଁଗାଁ ଥାନା ଅଧୀନସ୍ଥ ନୂଆପଡା ଫାଣ୍ଡିକୁ ବଦଳି ହୋଇଥିଲା ।ବର୍ତ୍ତମାନ ଏଏସ୍ଆଇ ବିନୀତ କୁମାର ଶତପଥୀ ନୂଆପଡା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।ତେବେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଫାଣ୍ଡି ଅଧିକାରୀଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଏବଂ ଫାଣ୍ଡି କର୍ମଚାରୀ ସ୍ୱାଗତ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here