ରାଜ୍ୟ ବିଜେପି ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ତାଲିକା ଘୋଷଣା, ଅନୁସୂଚିତ ଜାତି ମୋର୍ଚ୍ଚା: ପୃଥ୍ବୀରାଜ ହରିଚନ୍ଦନ; ଯୁବ ମୋର୍ଚ୍ଚା: ଗୋଲକ ପ୍ରସାଦ ମହାପାତ୍ର; ସଂଖ୍ୟାଲଘୁ ମୋର୍ଚ୍ଚା: ରବି ନାରାୟଣ ନାଏକ; ଓବିସି ମୋର୍ଚ୍ଚା: ଡ.ଲେଖାଶ୍ରୀ ସାମନ୍ତସିଂହାର; ଅନୁସୂଚିତ ଜନଜାତି (ଏସଟି) ମୋର୍ଚ୍ଚା: ସୁଶ୍ରୀ ସୁକେଶୀ ଓରାମ ; ମହିଳା ମୋର୍ଚ୍ଚା: ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ; କୃଷକ ମୋର୍ଚ୍ଚା: କାଳନ୍ଦୀ ସାମଲଙ୍କୁ ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଦାୟିତ୍ଵ ପ୍ରଦାନ

0
723

ଭୁବନେଶ୍ୱର, ୦୭/୦୨/୨୦୨୨: ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଏବଂ ସଂଗଠନରେ ମୋର୍ଚ୍ଚାମାନଙ୍କର ସଂଗଠନାତ୍ମକ, ରଚନାତ୍ମକ ଓ ଆନ୍ଦୋଳନାତ୍ମକ କାର୍ଯ୍ୟଧାରାକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟ ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ରାଜ୍ୟ ପ୍ରଭାରୀଙ୍କ ନାମ ଘୋଷଣା ହୋଇଛି ।ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଭାରୀ: ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ( ରାଜ୍ୟ ସାଧାରଣ ସଂପାଦକ); ଯୁବ ମୋର୍ଚ୍ଚା ପ୍ରଭାରୀ: ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର (ରାଜ୍ୟ ସାଧାରଣ ସଂପାଦକ), ସଂଖ୍ୟାଲଘୁ ମୋର୍ଚ୍ଚା ପ୍ରଭାରୀ: ଶ୍ରୀ ରବି ନାରାୟଣ ନାଏକ ( ରାଜ୍ୟ ସାଧାରଣ ସଂପାଦକ), ଓବିସି ମୋର୍ଚ୍ଚା ପ୍ରଭାରୀ: ଡ.ଲେଖାଶ୍ରୀ ସାମନ୍ତସିଂହାର ( ରାଜ୍ୟ ସାଧାରଣ ସଂପାଦକ); ଅନୁସୂଚିତ ଜନଜାତି (ଏସଟି) ମୋର୍ଚ୍ଚା ପ୍ରଭାରୀ: ସୁଶ୍ରୀ ସୁକେଶୀ ଓରାମ ( ରାଜ୍ୟ ଉପସଭାନେତ୍ରୀ), ମହିଳା ମୋର୍ଚ୍ଚା ପ୍ରଭାରୀ: ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ( ରାଜ୍ୟ ଉପସଭାନେତ୍ରୀ), କୃଷକ ମୋର୍ଚ୍ଚା ପ୍ରଭାରୀ: ଶ୍ରୀ କାଳନ୍ଦୀ ସାମଲ ( ରାଜ୍ୟ ସଂପାଦକ)ଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରୁ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here