ଦଶ ଦିନିଆ ଗସ୍ତ ରେ ଓଡ଼ିଶା ଆସୁଛନ୍ତି ଆରଏସ୍ଏସ୍ ମୂଖ୍ଯ ମୋହନ ଭାଗବତ

0
276

ଭୂବନେଶ୍ୱର,୧୦/୧୦–ଦଶ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ସେ ଅକ୍ଟୋବର ୧୨ରୁ ୧୦ ଦିନିଆ ଗସ୍ତରେ ଆସୁଛନ୍ତି । ଓଡ଼ିଶାରେ ଆରଏସଏସର ସମ୍ମିଳନୀ ହେବ । ଆରଏସଏସର ସମ୍ମିଳନୀରେ ବହୁ କର୍ମକର୍ତ୍ତା ସାମିଲ ହେବେ ବୋଲି ସୂଚନା ମିଳିଛି । ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ସେ ଯୋଗଦେବେ । ସେହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ବୈଠକରେ ଯୋଗଦେବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here