ଠକେଇ ମାମଲା ରେ ଯୁବତୀ ଗିରଫ

0
204

ବ୍ରହ୍ମପୁର,୧୫/୧୦-ବ୍ରହ୍ମପୁର ଅଯୋଧ୍ୟା ନଗର ରେ ଭଡା ଘରେ ରହି ନିଜକୁ କେନ୍ଦ୍ରୀୟ ସେଣ୍ଟ୍ରାଲ ଇଲେଟ୍ରିକାଲ ଅଥରିଟି ର ନିର୍ଦ୍ଦେଶକ କହି ବରିଷ୍ଠ ନାଗରିକ ତ୍ରିପୁରା ପ୍ରସାଦ ରଥ ଙ୍କ ସମେତ ୧୫ ଜଣ ଙ୍କ ଠାରୁ କୋଟିଏ ସତର ଲକ୍ଷ ଟଙ୍କା ଠକେଇ ମାମଲାରେ ରମ୍ଭା ଅଞ୍ଚଳର ଜଣେ ଯୁବତୀ ମଧୁସ୍ମିତା ମହାପାତ୍ର(୨୭)କୁ ଗିରଫ କରିଛି ବ୍ରହ୍ମପୁର ପୁଲିସ। ଏ ନେଇ ଏକ ମାମଲା u/s 467/468/471/420/406/120(B) Ipc / sec 4,5.6 of PCMCS ( Banning) Act and sec 6 of OPID Act. ବୈଦ୍ୟନାଥ ପୁର ଥାନା ରେ ରୁଜୁ ହୋଇଥିଲା।ଆଜି କଟକରୁ ତାଙ୍କୁ ଗିରଫ କରାଯିବା ସହ କୋର୍ଟ କୁ ଚାଲାଣ ହୋଇଥିବା ବ୍ରହ୍ମପୁର ଏସଡିପିଓ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here