ଗୁଳି ମାଡ ରେ ବ୍ୟବସାୟୀ ଆହତ

0
256

ଛତ୍ରପୁର,୨୫/୧୦-ଛତ୍ରପୁର ଥାନା ନିକଟ ସିଂଗିପୁର ଗ୍ରାମ ରେ ଗୁଳି ମାଡ। ଗୁଳି ମାଡ ରେ ଆହତ ହେଲେ ତେଜରାତି ବ୍ୟବସାୟ। ଆହତ ଙ୍କ ପିଠି ରେ ଲାଗିଛି ଗୁଳି। ଆହତ ବ୍ୟବସାୟୀ ଜଣକ ହେଲେ ସୁଶାନ୍ତ ପାତ୍ର। ସେ ଦୋକାନ ରେ ବସି ଥିବା ବେଳେ କିଛି କାରଣ କୁ ନେଇ ଗୁଳି ମାଡ ହୋଇଥିବା ସୂଚନା।ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ମେଡିକାଲ କୁ ପଠା ଯାଇଛି। ଘଟଣା ର ଖବର ପାଇ ଛତ୍ରପୁର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।ଗୁଳି ମାଡ ର କାରଣ ଅସ୍ପଷ୍ଟ ରହିଛି।

LEAVE A REPLY

Please enter your comment!
Please enter your name here