କୁଲାଙ୍ଗ ଗ୍ରାମ ରେ ହୋଇଥିବା ଭୁସ୍ଖଳନ ସ୍ଥାନ ପରିଦର୍ଶନ କରି , ଗ୍ରାମ ବାସି ଙ୍କ ସହ ଆଲୋଚନା କଲେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗୋମାଙ୍ଗ

0
167

ପାରଳାଖେମୁଣ୍ଡି, ୨୮/୧୦-ଗୁମ୍ମା ବ୍ଲକ ବଡ-କଳ।କୋଟ ପଞ୍ଚାୟତ ଅନ୍ତର୍ଗତ କୂଲାଙ୍ଗ ଗ୍ରାମ ରେ ହୋଇଥିବା ଭୁସ୍ଖଳନ ସ୍ଥାନ ପରିଦର୍ଶନ କଲେ ଓ ଗ୍ରାମ ବାସୀ ଙ୍କ ସହ ଆଲଚନା କଲେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗୋମଙ୍ଗ । ନଷ୍ଟ ହୋଇଥିବା ଘର ଗୁଡିକ କିଭଳି ପୁଣି ହୋଇପାରିବ ସରକାର ସହାୟତା ରେ ତାହା ପ୍ରତି ଦୁଷ୍ଟି ଦେବେ ବୋଲି କହିଛନ୍ତି ।ଏଭଳି ଗ୍ରାମ ର ଦୃଶ୍ୟ ଦେଖି ଗଭୀର ଦୁଃଖ ପ୍ରକାଶ କରିଥିଲେ । ତୁରନ୍ତ ସରକାର ଙ୍କୁ ଅନୁରୋଧ କରି କିପରି ଥଇଥାନ ହୋଇପାରିବେ ତା ବିଷୟ ଆଲୋଚନା କରିଥିଲେ ଶ୍ରୀଯୁକ୍ତ ଗମାଙ୍ଗ ଘର ଘର ବୁଲି ଲୋକ ମାନଙ୍କୁ ଆଶ୍ୱାସନ ଦେବା ସହ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । କୁଲାଙ୍ଗ ରେ ଥିବା ଚର୍ଚ୍ଚ ରେ ଏକ ପ୍ରାର୍ଥନା ସଭା କରିଥିଲେ । କୁଲାଙ୍ଗ ଗ୍ରାମ ଗ୍ରସ୍ତ ରେ ତାଙ୍କୁ ସହଯୋଗ କରିଥିଲେ ପାରଳାଖେମୁଣ୍ଡି ର ସମସ୍ତ ଙ୍କ ପ୍ରିୟ ପୂର୍ବତନ ଉପାଧକ୍ଷ ସଞ୍ଜୟ କୁମାର ଅଧିକାରୀ ଗୁମ୍ମା ପୂର୍ବତନ ଉପାଧ୍ୟକ୍ଷ ବେନିକ ଗୋମଙ୍ଗ , କୁନା ମାଝି, ଲଳିତ ମୋହନ ଦଣ୍ଡସେନା, ସନ୍ତୁ ସାହୁ, ମଣ୍ଡୁ ଲିମା, ଲବ ସାହୁ ଓ ଅନ୍ୟାନ୍ୟ କଂଗ୍ରେସର ସମସ୍ତ କର୍ମକର୍ତ୍ତା ମାନେ ସେଠାରେ ପହଞ୍ଚି ସହଯୋଗ କରିଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here