ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ପାଳନ

0
328

ବ୍ରହ୍ମପୁର,୩୧/୧୦ –ଆଜି ସ୍ଥାନୀୟ ଖାସ୍ପା ସାହି ସ୍ଥିତ ବଡ ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ଡପ ରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କର ୧୪୪ ତମ ଜୟନ୍ତୀ ପାଳନ ହୋଇଯାଇଛି। ଏଥିରେ ସଂଘ ସଭାପତି ରାମ କୁମାର ପାତ୍ର ସଭାପତିତ୍ଵ କରିଥିଲେ। ମୁଖ୍ୟ ଅତିଥି ରୂପେ ପ୍ରହଲ୍ଲାଦ ପାଣିଗ୍ରାହୀ, ନାରାୟଣ ସାହୁ ଦୀନବନ୍ଧୁ ମୁଖ୍ୟ ବକ୍ତା ରୂପେ ଯୋଗୋଦେଇଥିଲେ। ନରେନ୍ଦ୍ର ମୋଦି ସର୍ଦ୍ଧାର ପଟେଲ ଙ୍କର ନାମକୁ ଭାରତ ଓ ବିଶ୍ୱରେ ପରିଚିତ କରାଇ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୁଏ, ଓ ବୀର ବିନାୟକ ଶାବାର କର କୁ ଭାରତ ରତ୍ନ ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା । ଏଥିରେ କିରଣ କୁମାର ସାହୁ, ମଧୁ ସୁଦନ ସାହୁ, ସୁଜ୍ଞାନୀ ପଣ୍ଡା, ଦିବ୍ୟରଞ୍ଜନ ଦାଶ, ପ୍ରବୀଣ ସେଠି, ସନ୍ତୋଷ ସାବତ, କେଶବ ଚନ୍ଦ୍ର ପାଢ଼ୀ, ପ୍ରଶାନ୍ତ ପାଢ଼ୀ, ଚିତ ରଞ୍ଜନ ପାଠୀ, ଗୌରାଙ୍ଗ ପାଣିଗ୍ରାହୀ, ପ୍ରଦୀପ ସାହୁ, ଗଣେଶ ପାଣିଗ୍ରାହୀ, ଦେବରାଜ ନାୟକ,ହରେ କୃଷ୍ଣ ବେହେରା, ସଞ୍ଜୟ ଦାଶ, ରାମ ସାମଲ, ମନୋଜ ମହାରଣା, ଆଲୋକ ଶତପଥି, ସତ୍ୟଜିତ ରଥ, ରବି ଆଚାରି, ଗୌରୀ ମହାନ୍ତି, ବାଳକୃଷ୍ଣ ସାମନ୍ତରାୟ,ଭଗବାନ ଭୂୟାଁ ଙ୍କ ସହ ବହୁ ସଂଖ୍ୟା ରେ ଯୋଗ ଦେଇ ରାଷ୍ଟ୍ରୀୟ ଏକତା ଦିବସ ପ୍ରଧାନମନ୍ତ୍ରୀଙ୍କ ଆବାହନ ରୂପେ ପାଳନ କରାଗଲା।

LEAVE A REPLY

Please enter your comment!
Please enter your name here