ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସର କ୍ବାର୍ଟର୍ସ ଭିତରୁ ଝୁଲନ୍ତା ଅବସ୍ଥା ରେ ଯବାନ ଙ୍କ ମୃତଦେହ ଉଦ୍ଧାର

0
162

ବ୍ରହ୍ମପୁର, ୦୩/୧୧: ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସର କ୍ୱାର୍ଟର୍ସ ଭିତରୁ ଝୁଲନ୍ତା ଅବସ୍ଥାରେ କାର୍ଯ୍ୟରତ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯବାନ ତାମିଲନାଡୁର ନବନୀତା କ୍ରିଷ୍ଣା ବୋଲି ସୂଚନା ମିଳିଛି। ତେବେ କିପରି ଓ କେଉଁ ପରିସ୍ଥିତିରେ ଯବାନଙ୍କ ମୃତ୍ୟୁ ହୋଇଛି ସ୍ପଷ୍ଟ ହୋଇନି। ଏହା ଆତ୍ମହତ୍ଯା ହୋଇଥିବା ବେଳେ ଏହାର କାରଣ ସ୍ପଷ୍ଟ ହେଉପାରିନି। ଶବ ବ୍ୟବଛେଦ ପରେ ସ୍ପଷ୍ଟ ହେବ। ଯବାନ ଜଣକ ମାନସିକ ଚାପ ରେ ଥିବା ଅନୁମାନ କରାଯାଉଛି। ତେବେ, ଏସଂପର୍କରେ ସେନା ବିଭାଗ ର ମତାମତ ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here