ବ୍ରହ୍ମପୁର ସ୍ପେଶାଳ କାର୍ତ୍ତିକ ମାସ ଅବସରରେ ସ୍ଥାନୀୟ ସିଦ୍ଧି ବିନାୟକ ମନ୍ଦିର ରେ ନାରାୟଣ ସେବା ଓ ବସ୍ତ୍ର ପ୍ରଦାନ ଅନୁଷ୍ଠିତ By Nirikhyaka - November 9, 2019 0 269 FacebookTwitterPinterestWhatsApp ବ୍ରହ୍ମପୁର, ୦୯/୧୧- କାର୍ତ୍ତିକ ମାସ ଅବସରରେ ସ୍ଥାନୀୟ ସିଦ୍ଧି ବିନାୟକ ମନ୍ଦିର ପରିଚାଳନା କମିଟି ପକ୍ଷ ରୁ ଆଜି ୧୨୧ ଦୁଃଖୀ ନାରାୟଣ ଙ୍କୁ ପ୍ରସାଦ ରେ ଅପ୍ୟାୟିତ କରାଯାଇଥିଲା। ଏହା ସହ ସେମାନଙ୍କୁ ଶୀତ ବସ୍ତ୍ର କମ୍ବଳ ପ୍ରଦାନ ଓ ଅର୍ଥ ଦାନ ମଧ୍ଯ କରାଯାଇଥିଲା।