ଯୁବରାଣୀଙ୍କ ରାଜ ଅଭିଷେକ

0
193

ପାରଳାଖେମୁଣ୍ଡି, ୧୦/୦୧/୨୦୨୦(ପ୍ରଭାତ ପାତ୍ର)- ପାରଳା ମହାରାଜା ଗୋପିନାଥ ଗଜପତିଙ୍କ ପରଲୋକ ପରେ ତାଙ୍କର ଏକ ମାତ୍ର କନ୍ୟା ଯୁବରାଣୀ କଲ୍ୟାଣୀ ଦେବିଙ୍କୁ ଆଜି ରାଜଭିଷକ କରାଯାଇଛି। ମହାରାଜାଙ୍କ ପରିବାରର ରାଜ ପରୈାହିତ ମାନେ ଯୁବରାଣୀ କଲ୍ୟାଣୀ ଦେବିଙ୍କୁ ସିଂହାସନରେ ବସାଇ ମୁକୁଟ ପିନ୍ଧାଇ ଦେବ ଯନ୍ତ୍ର ପାଠକରି ଗୋପିନାଥଙ୍କ ପାର୍ଥବ ଶରୀର ସକାର ପରେ ରାଜ ଅଭିଷେକ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବହୁ ଜନସାଧାରଣ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here