ଜାତୀୟ ବିଜ୍ଞାନ ଦିବସ ପାଳନ

0
213

 

ବାଲିଗୁଡ଼ା,୨୮/୦୨/୨୦୨୦:କନ୍ଧମାଳ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳନ ହୋଇଯାଇଛି ଏହି ପାଳନ ଉତ୍ସବରେ ମୁଖ୍ୟ ଅତିଥି ଦେବେନ୍ଦ୍ର କୁମାର ନନ୍ଦ, ମୁଖ୍ୟବକ୍ତା ଶ୍ରୀ ଶାନ୍ତି ଭୂଷଣ ସେନାପତି, ଗୁଲାମ ହୁସେନ ସୟଦ ଭୂବନେଶ୍ୱର ବାଲିଗୁଡ଼ା କଲେଜ ଅଧକ୍ଷ ଶରତ ଚନ୍ଦ୍ର ବେହେରା ଯୋଗଦେଇଥିଲେ ସଭାକୁ ପ୍ରଫେସର ହିମାଂଶୁ ଚରଣ ସାହୁ କୋଅଡ଼ିନେଟର ପରିଚାଳନା କରିଥିଲେ କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତମ ସଂଗୀତ ଗାନ କରାଯାଇଥିଲା ଏହାପରେ ହାଇସ୍କୁଲ, କଲେଜର ମେଳାରେ ଭାଗନେଇଥିବା ଛାତ୍ରଛାତ୍ରୀମାନେ ମୁଖ୍ୟଅତିଥି, ଓ ବକ୍ତାଙ୍କୁ ନିଜନିଜର ପ୍ରୋଜେକ୍ଟ ଦେଖାଇଥିଲେ ଏହା ପରେ ପୁରସ୍କାର ବିତରଣ କରାଯାଇଥିଲା ଏହା ପ୍ରଥମ ଥର ମହାବିଦ୍ୟାଳୟରେ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଉତ୍କଣ୍ଠା ହୋଇଥିଲା
ବାଲିଗୁଡ଼ା:ଟିକି ଦଣ୍ଡିଆ

LEAVE A REPLY

Please enter your comment!
Please enter your name here