ବାଲିଗୁଡା,୦୪/୦୩/୨୦୨୦:କନ୍ଧମାଳ ବାଲିଗୁଡ଼ା ସଭାଗୃହଠାରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୪ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହେବ ଏନେଇ ବାଲିଗୁଡ଼ା ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ବାଲିଗୁଡ଼ା ଏନଏସି ଉପାଧକ୍ଷ ଲୋକନାଥ ପାଢ଼ୀ ଦାୟିତ୍ୱରେ ଥିବା ସମସ୍ତ କର୍ମକର୍ତ୍ତା ଆସନ୍ତା କାଲି ପାଇଁ ବହୁତ ଜୋରସୋର କାର୍ଯ୍ୟରେ ଲାଗିବା ସହ ଅନ୍ୟ ବ୍ଲକରୁ କିଭଳି ଲୋକ ସୁରକ୍ଷିତ ଭାବରେ ବୈଠକରେ ଯୋଗଦେବେ ଏନେଇ ବାଲିଗୁଡ଼ା ବ୍ଲକ ସଭାପତି ଟୁନା ଦାସ ଉପସ୍ଥିତ ରହି କର୍ମୀଙ୍କ ସହ ଆଲୋଚନା କରିଛନ୍ତି।
ରିପୋର୍ଟ: ସୁରେଶ କୁମାର ପଣ୍ଡା