ମାନିକେଶ୍ୱରୀ ମଲ୍ଟି ହସ୍ପିଟାଲରେ କଳାହାଣ୍ଡି ପ୍ରଶାସନ ର ଚଢ଼ାଉ

0
212

 

କଳାହାଣ୍ଡି ,୦୭/୦୩/୨୦୨୦: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ରେ ଥିବା ମାଁ ମାନିକେଶ୍ୱରୀ ମଲ୍ଟି ହସ୍ପିଟାଲରେ ଜିଲ୍ଲା ପ୍ରଶାସନ ଚଢ଼ାଉ ଅଗ୍ନିନିରାପତ୍ତା ବ୍ୟବସ୍ଥା ଓ ନଷ୍ଟ ହୋଇଥିବା ବର୍ଜ୍ୟବସ୍ତୁ କୁ ସର୍ବସାଧାରଣ ସ୍ଥାନ ରେ ନଷ୍ଟ କରିବା ବ ଭଳି ଅଭିଯୋଗ ପୂର୍ବରୁ ମଧ୍ୟ ହୋଇଆସୁଥିଲା ଆଜି ଭବାନୀପାଟଣା ଉପଜିଲ୍ଲାପାଳ ଙ୍କ ନେତୃତ୍ୱ ରେ ପୋଲିସ ବିଭାଗ ଅଗ୍ନିଶମ ବିଭାଗ ସେଲଟେକ୍ସ ବିଭାଗ।ସ୍ୱାସ୍ତ୍ୟ ବିଭାଗ ର ଏକ କାଳୀନ ଚଢ଼ାଉ ଜାରୀ।ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସୂଚନା ଅନୁସାରେ କିଛିଦିନ ତଳେ ହସ୍ପିଟାଲରେ ବ୍ୟବହୃତ ହୋଇଥିବା ଅଳିଆ ଆବର୍ଜନା କୁ ହସ୍ପିଟାଲର ପଛପଟେ ସବୁବେଳେ ପୋଡୁଥିବାରୁ ପରିବେଶ ପ୍ରଦୂଷଣ ହୋଉଥିବା ଅଭିଯୋଗ ହୋଇଥିଲା ବେଳେ ରୋଗୀମାନଙ୍କ ଠାରୁ ଅଧିକା ମାତ୍ରା ରେ ପଇସା ନେଉଥିବା ଓ ଅଗ୍ନିଶ୍ରମ ଅନୁମତି ନଥିବାର ବି ଅଭିଯୋଗ ଅଛି ତେଣୁ ୪ ଟି ବିଭାଗ ମିଶି ଏକକାଳୀନ ରେଡ ହୋଇଛି ।

LEAVE A REPLY

Please enter your comment!
Please enter your name here