ଭଞ୍ଜନଗର, ୦୮/୦୩/୨୦୨୦: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳ ସେଚନ ଡାକବଙ୍ଗଳା ଠାରେ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୧୦୪ତମ ଜନ୍ଲ ଜୟନ୍ତି ଓ ଅନ୍ତର୍ଜତୀୟ ମହିଳା ଦିବସ ଅବସରରେ ମହିଳା ସମାବେଶ ଅନୁଷ୍ଠିତ ହେଇ ଥିଲା ।ଭକ୍ତ କାର୍ଯକ୍ରମରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ନବୀନ ସରକାର ମହିଳାଙ୍କ ପାଇଁ କରିଥିବା ଯୋଜନା ଭପରେ ଭପସ୍ଥିତ ଥିବା ମହିଳା ମାନଙ୍କୁ ମତବ୍ୟକ୍ତ କରିଥିଲେ ।ଆଜିର ଦିବସରେ ମହିଳାମାନଙ୍କ ଭୂମିକା ଗୁରୁତ ପୂର୍ଣ୍ଣି ବୋଲି କହିଥିଲେ ।କାର୍ଯ୍ୟକ୍ରମରେବିଜେଡିର ଜିଲ୍ଲା ସଭାପତିରମେଶ ଚ୍ୟାଉପଟନାୟକ,କବିସୂଯ୍ୟାନଗର ବିଧାଇକା ଲତିକା ପ୍ରଧାନ,ସଂଘମିତ୍ର ଦଳେଇ,ଗୀତାଞଳି ବସ୍ତିଆ,ଏସ ରାଜେଶ୍ବରୀ ଦୋରା ସମେତ ଜଗନ୍ନାଥପ୍ରସାଦ ,ଭଞ୍ଜନଗର ବ୍ଲକ ଓ ଏନଏସିର ସମସ୍ତ ସଂୟ ସହାୟକ ଗୋଷ୍ଠି ଭପସ୍ଥିତ ରହିଥିଲେ ।ମନ୍ତି ଶ୍ରୀ ଆରୁଖ କହିଛନ୍ତି ।
ରିପୋର୍ଟ: ରବିନ୍ଦ୍ର ପ୍ରଧାନ