କୁକୁଡାଖଣ୍ଡି,୧୧\୦୩\୨୦୨୦: ଝିଅ ଜନ୍ମ କୁ ପ୍ରୋତ୍ସାହିତ କରିବାପାଇଁ ସରକାର ଙ୍କ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଗେହ୍ଲାଝିଅ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ଫଳରେ ଯେଉଁ ପରିବାରରେ ଝିଅ ଜନ୍ମ ର ୨୧ଦିନ ମଧ୍ୟ ରେ ଅଂଗନବାଡି କର୍ମୀ ପରିଦର୍ଶିକା,ସିଡିପିଓ,ଆଶା ସେହି ପରିବାର କୁ ଯାଇ ପରିବାର ସଦସ୍ଯ ମାନ ଙ୍କୁ ଅଭିନନ୍ଦନ ଜଣାଇ ନବଜାତ କନ୍ୟା କୁ ବଂଦାପନା କରି କିଛି ଉପହାର ଦେବା ବ୍ଯବସ୍ଥା ଥିବା ବେଳେ କୁକୁଡାଖଣ୍ଡି ବ୍ଳକ ରେଏହା କାର୍ଯ୍ଯକାରୀ ହେଉନଥିବା ଜଣାପଡିଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ:ଡାକ୍ତର ହୃଷୀକେଶ ମହାନ୍ତି