କଲଭର୍ଟରେ ବସିଥିବା ବେଳେ ଅଜଣା ବ୍ୟକ୍ତି ଆସି ଛୁରୀରେ ଆକ୍ରମଣ

0
470

ବାଲିଗୁଡା,୧୧/୦୩/୨୦୨୦: କନ୍ଧମାଳ ବାଲିଗୁଡ଼ା ଏନଏସି ୱାର୍ଡ ନମ୍ବର ୭ରେ କଲଭର୍ଟ ରେ ବସିଥିବା ବେଳେ ଅଜୟ ନାୟକ (ଅଜୁ)ଙ୍କୁ ଜଣେ ଦୁର୍ବୁତ୍ତ ମଦ ପିଇ ଆସି ଛୁରୀରେ ଆକ୍ରମଣ କରିଥିଲେ ଛୁରୀ ବାଜିବା ଫଳରେ ଛାତିରେ ଆଘାତ ହୋଇଥିବାରୁ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି । ପୂର୍ବ ଶତ୍ରୁତାରୁ ଘଟଣା ହୋଇଥିବା ଜଣାପଡିଛି । ଏ ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇନାହିଁ।

ରିପୋର୍ଟ: ସୁରେଶ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here