ଭଞ୍ଜନଗର,୧୯/୦୩/୨୦୨୦:-ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ବ୍ରହୁାଣପଦର ଗ୍ରାମର ୫୫ବର୍ଷଆ ବୃଦ୍ଧା ବ୍ରଜାଘାତରେ ମୁତ୍ୟ ଘଟିଛି। ସେହେଲେ ନୟନି ନାଇକ ।ନୟନି ଖଲି ସିଲାଇବା ପାଇଁ ଖଜୁରି ଗଛ କାଟିବାକୁ ଗ୍ରାମ ନିକଟ ଜଙ୍ଗଲକୁ ଯାଉ ଥିବା ସମୟରେ ହଠାତ୍ କଳାମେଘ ଆସିଥିବା ବେଳେ ତାସାଙ୍ଗକୁ ବ୍ରଜାଘାତ ମଧ୍ଯ ହେଇଥିଲା। ଉକ୍ତ ବ୍ରଜାଘାତ ଆଘାତ ହେବାରୁ ଘଟଣାସ୍ଥଳ ରେ ମୃତ୍ୟୁ ଘଟିଥିଲା। ତାରସିଂ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚ ନୟନିର ଶବକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନା ପରିସରରେ ଥିବା ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା। ଆସନ୍ତା କାଲି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଯିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୁଚନା ଦେଇଛନ୍ତି।
ରିପୋର୍ଟ: ରବିନ୍ଦ୍ରପ୍ରଧାନ