ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସ୍ବେଚ୍ଛାସେବୀ ଡାକ୍ତର ପ୍ୟାନେଲ ଗଠନ

0
178

 

ଗଞ୍ଜାମ, ୨୮/୦୩/୨୦୨୦, (ଟୁକୁନା ପ୍ରଧାନ) – : କରୋନା ପାଇଁ ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ସ୍ବେଛାସେବୀ ଡାକ୍ତର ପ୍ୟାନେଲ ଗଠନ ହୋଇଛି। ଏଥିରେ ୨୪ ଜଣ ଡାକ୍ତର ଅଛନ୍ତି। ଏବଂ ଏଥିରେ ବିଭିନ୍ନ ସ୍ପେସିଆଲିଷ୍ଟ ଡାକ୍ତର ଅଛନ୍ତି। ଡିଆର୍‌ଡିଏ ପକ୍ଷରୁ ଗଠିତ ଉକ୍ତ ପ୍ୟାନେଲରେ ଥିବା ଡାକ୍ତରମାନଙ୍କୁ ଫୋନ୍‌ କରି କିମ୍ବା ହ୍ବାଟ୍ସଆପ୍‌ ମାଧ୍ୟମରେ ଯେ କୌଣସି ସ୍ବାସ୍ଥ୍ୟ ସମ୍ପର୍କିତ ପରାମର୍ଶ ନେବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଏବଂ ଏହି ଡାକ୍ତର ପ୍ୟାନେଲରେ ମଧ୍ଯ ଗଞ୍ଜାମ ଜିଲ୍ଲା ର ଦୁଇ ଜଣ ପୂର୍ବତନ ବିଧାୟକ ଅଛନ୍ତି ସେମାନେ ହେଲେ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଡାକ୍ତର ପ୍ରିୟାସୁଂ ପ୍ରଧାନ ।

LEAVE A REPLY

Please enter your comment!
Please enter your name here