ଶେରଗଡ, ୩୦୵୦୩୵୨୦୨୦: ରାଜ୍ୟ ବାହାରୁ ଏ ମଧ୍ଯ ରେ ଆସିଥିବା ଦାଦନ ଶ୍ରମିକ ଓ ବ୍ଯକ୍ତିମାନ ଙ୍କୁ ସଂଗରୋଧ ତଥା ଅବରୋଧ ଗୃହ ମଧ୍ଯ ରେ କରେଣ୍ଟାଇନର ରେ ରହିବାକୁ୧୪ ଦିନ ନିର୍ଦ୍ଦେଶ ଦେଇ ସେମାନଙ୍କ ଗୃହ ସମ୍ମୁଖରେ ଚିହ୍ନଟ ପାଇଁ ପୋଷ୍ଟର ମଧ୍ଯ ଲଗାଯାଇଛି,ତେବେ ଏ ଧରଣ ର ବ୍ଯକ୍ତିମାନେ ସରକାର ଙ୍କ ନିର୍ଦ୍ଦେଶ କୁ ଫୁକରି ଦେଉଛନ୍ତି।ଏ ଧରଣର ଘଟଣା ବିଶେଷ କରି ମୂଖ୍ଯମନ୍ତୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଳକ ଅଂଚଳ ରେ ଦେଖାଯାଇଛି।ସ୍ୱାସ୍ଥ୍ୟ ବିଭାଗ ବେଳ ହୁଁ ସତର୍କ ନ ହେଲେ ଅବସ୍ଥା ସଂଗୀନ ହେବା ଆଶଂକା କରାଯାଉଛି।ଏହି ଫୋଟୋ ରେ ଥିବା ଜଣେ ବ୍ଯକ୍ତି ବଜାରରେ ବହୁ ଲୋକ ଙ୍କ ସହ ପରିବା କିଣାବିକା କାର୍ଯ୍ୟ କରୁଥିବା ଦୃଶ୍ୟ ରହିଛି ।
ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି