ଭଞ୍ଜନଗର: କରୋନା ଭାଇରସ୍ ଆକ୍ରାନ୍ତ ଙ୍କ ପାଇଁ ଅସ୍ଥାୟୀ ସ୍ବାସ୍ଥ୍ଯ କେନ୍ଦ୍ର

0
326

ଭଞ୍ଜନଗର,୩୦/୦୩/୨୦୨୦:କରୋନା ଭୁତାଣୁ ଭାଇରାଳକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଏହାକୁ ନେଇ ଲୋକଙ୍କୁ ସଚେତନତା କରାଇଥିବା ବେଳେ କରୋନା ଭୁତାଣୁ ଭାଇରାଳକୁ କିପରି ରୋକାଯାଇପାରିବ ଏହାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଲକ ଡାଉନ୍ ଜାରି କରିବା ଦ୍ବାରା ରାସ୍ତା ଘାଟ ଖାଁଖାଁ ଜନ ଶୂନ୍ୟ ।ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଗ୍ରାମାଞ୍ଚଳରେ ମଧ୍ୟ ଏହା ପ୍ରଭାବ ଦେଖିବାକୁ ମିଳିଛି ।କରୋନା ଭୁତାଣୁ ରେ ଆକ୍ରାନ୍ତରେ ଶିକାର ହେଇଥିବା ଲୋକଙ୍କୁ କିପରି ଚିକିତ୍ସା କରାଯିବ ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ଓ ଭଞ୍ଜନଗର ବ୍ମକରେ ଥିବା ସମସ୍ତ ପଞ୍ଚ।ୟତରେ ହୋମ କାରେଣ୍ଟାଇନ୍ କେନ୍ଦ୍ର ଖୋଲାଯାଇଛି। କୁଲାଡ ପଞ୍ଚ।ୟତରେ ଥିବା କୁଲାଡ ହାଇସ୍ମଲ ରେ ଖୋଲା ଯାଇଥିବା ହୋମ କାରେଣ୍ଟାଇନ୍ କେନ୍ଦ୍ରରେ ୧୦ଟି ବେଡ ପକାଯାଇଥିବା ବେଳେ କରୋନା ଆକ୍ରାନ୍ତରେ ଶିକାର ହେଇଥିବା ଲୋକଙ୍କୁ ଏହି କେନ୍ଦ୍ରରେ ରଖି ଚିକିତ୍ସା କରାଯିବା ସହ ଏମାନଙ୍କ ଆବଶ୍ୟକ ବ୍ୟବହୁତ ସରଯାମ ମଧ୍ୟ ରଖାଯାଇଛି । ଭକ୍ତକେନ୍ଦ୍ରକୁ ପରିଚାଳନା କରିବା ପାଇଁ ନେଡାଲ ଅଫିସର ପ୍ରିୟଦର୍ଶନୀ ମଲ୍ଲିକ ନିଯୁକ୍ତିକରାଯଇଥିବ ବେଳ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସହଯୋଗ କଋିଛନ୍ତି ବାହାରୁ ଆସୁଥିବା ଲୋକଙ୍କ ପ୍ରତି ଆଶାକର୍ମ ନଜର ରଖିଥିବା ନେଡାଲ ଅଫିସର ପ୍ରିୟଦର୍ଶନୀ ମଲ୍ଲିକ ସୁଚନା ଦେଇଛନ୍ତି ।


ରିପୋର୍ଟ: ରବିନ୍ଦ୍ରପ୍ରଧାନ

LEAVE A REPLY

Please enter your comment!
Please enter your name here