ଶେରଗଡ,୧୬/୦୪/୨୦୨୦ : ଗଞ୍ଜାମ ଜିଲ୍ଲାରେ ଜିଲା ସମାଜ କଲ୍ଯାଣ ଅଧିକାରୀ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଆସିକାର ପାର୍ବତୀ ଏସ ହେଚ ଜି ଦ୍ୱାରା ଅଣ୍ଡା ବାଣ୍ଟିବା ନିଷ୍ପତ୍ତି ନେଇ ବ୍ଯବସାୟୀକ ଚୁକ୍ତିନାମା କରିବା ଘଟଣା ରେ କମିଶନ କାରବାରର ଗନ୍ଧ ବାରି ହେଉଥିବା ଅନୁମେୟ ହେଉଛି ।ଏଣୁ ହିଞ୍ଜଳିକାଟୁ ଅଙ୍ଗନବାଡିକର୍ମୀ ସଂଘ ନେତ୍ରୀ ରାଜଲକ୍ଷ୍ମୀ ପାଢୀ ଙ୍କ ସମେତ ଜିଲା ର ସମସ୍ତ ଅଙ୍ଗନବାଡିକର୍ମୀ ଏହାର ତୀବ୍ର ବିରୋଧ କରି ଗଞାମ ଜିଲାପାଳ ଙ୍କ ନିକଟରେ ଦାବି ପତ୍ର ଦାଖଲ କରିଛନ୍ତି ।
ରିପୋର୍ଟ :ଡାକ୍ତର ହୃଷୀକେଶ ମହାନ୍ତି