ଭଞ୍ଜନଗର,୧୭/୦୪/୨୦୨୦: -ଯାତ୍ରୀବାହୀ ଅଟୋ କୃଷ୍ଣ ସାର ମୃଗକୁ ବଞ୍ଚଇବାକୁ ଦୁର୍ଘଟଣା ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଟୁଚକ୍ର ଗ୍ରାମ ନିକଟରେ ।ଏହି ଦୁର୍ଘଟଣା ଅପରାହ୍ନ ୧ଘ”ସମୟରେ ଘଟିଥିବା ବେଳେ ଏଥିରେ ୫ଜଣ ଯାତ୍ରୀ ଗୁରୁତ୍ୟର ଆହତ ହୋଇଛି ।ସେମାନେ ହେଲେ ଏ,କରଡାବାଡି ଗ୍ରାମର ରଞ୍ଜୁତା ସ୍ବାଇଁ,ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ,ରଙ୍ଗବତୀ ଡାଙ୍ଗୁଆ,ବିଷ୍ଣୁଚକ୍ର ଗ୍ରାମର ପୂଣ୍ଣ ଚନ୍ଦ୍ର ବେହେରା ଓ ବଣପଲ୍ଲୀ ଗ୍ରାମର ଲାବନୀ ନାୟକ ଏମାନେ କରୋନା ସଂକ୍ରାମଣ ସମାସ୍ୟକୁ ନେଇ କେନ୍ଦ୍ର ଓ ରାଜ୍ୟ ଲକ୍ ଡାଉନ୍ କରିଥିବାକୁ ନେଇ କେନ୍ଦ୍ର ସରକାର ଉଜଳ୍ଲା ଯୋଜନାରେ ଅନ୍ତଭୁତ ଥିବା ହିତାଧିକାରୀକୁ ୩ଟି ମାଗଣା ଗ୍ୟାସ ଯୋଗାଇ ଦିଆଯାଇଥିବା କୁ ନେଇ ଆହତ ୫ଜଣ କଳମ୍ବ ଗ୍ରାମରେ ଥିବା ଗ୍ୟାସ କାର୍ଯ୍ୟଳୟକୁ ଯାଇ ଭକ୍ତଅଟୋରେ ଫେରୁଥିବା ସମୟରେ ବିଷ୍ଟୁଚକ୍ର ଗ୍ରାମ ନିକଟ ବିଲମାଳରୁ ବାହାରି ହଠାତ୍ ମୁଖ୍ୟରାସ୍ତାକୁ ଡେଇଁ ପଡିବାରୁ ଆସୁଥିବା ଅଟେଟି ଉକ୍ତ ମୃଗସାର କୁ ବଞ୍ଚେଇବାକୁ ଯାଇ ନିକଟରେ ଥିବା ବନବିଭାଗର ମୃଗସାର ସଂକେତ ବେଡକୁ ଅଟୋଟି ଧକ୍ମା ଦେବା ଫଳରେ ବିଲମାଳ କୁ ଓଲଟି ପଡିବାରୁ ଅଟେରେ ବସିଥିବା ୫ଜଣଯାତ୍ରୀ ଗୁରୁତ୍ୟର ଆହତ ହୋଇଥିଲେ ।ଆହତମାନକୁ ପ୍ରଥମେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ଏଥିମଧିରୁ ୨ଜଣଙ୍କସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ବ୍ରହୁପୁର ବଡଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଛି ।
ରିପୋର୍ଟ : ରବିନ୍ଦ୍ରପ୍ରଧାନ