ଶେରଗଡ,୦୪/୦୫/୨୦୨୦: ଗତକାଲି ରାତି ନଅଘଣ୍ଟା ସମୟରେ ପୁଲିସ ଓ ପ୍ରଶାସନର କଡା ସୁରକ୍ଷା ବଳୟ ମଧ୍ଯ ରେ ଶେରଗଡ ଅଂଚଳର ୧୪୫ ଜଣ ସୁରାଟ ଫେରନ୍ତା ପ୍ରବାସୀ ଶ୍ରମିକ ଙ୍କୁ ପିତଳ ହାଇସ୍କୂଲ ଓ କମ୍ଯୁନିଟ ସେଣ୍ଟର ରେ ସଂଗରୋଧ କେନ୍ଦ୍ର ରେ ରଖାଯାଇଛି ।ତେବେ ସେମାନଙ୍କୁ ସରକାର ଙ୍କ ରୁଟିନ ଅନୁସାରେ ଖାଦ୍ଯ ଜଳଖିଆ, ପାନୀୟ ଓ ସମସ୍ତ ସରକାର ଙ୍କ ପ୍ରଦତ୍ତ ସୁବିଧା ଯୋଗାଇ ଦେବାକୁ ସଂଗରୋଧରେ ରହିଥିବା ବ୍ଯକ୍ତିମାନେ ମାନେ ଦାବି କରିଛନ୍ତି ।
ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି