୮୮ ଜଣ ପୁଲିସ କର୍ମଚାରୀ ଙ୍କୁ ସମ୍ମାନିତ କଲେ ଜଙ୍ଗଲ ପରିବେଷ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ।

0
329

 

ଭଞ୍ଜନଗର,୦୪/୦୫/୨୦୨୦:କରୋନା ସଂକ୍ରାମଣକୁ ରୋକିବା ପାଇଁ ଲୋକଙ୍କୁ ସଚେତନ କରିବା ସହ ସରକାରଙ୍କ ଆଇନକୁ ଅମାନିଆ ଯୁବକଙ୍କୁ ସବାଡ କରିବା ଓ କାର୍ଯ୍ୟ ଦକ୍ଷତାରେ ସନ୍ତୁଷ୍ଠ ହେଇ ସ୍ଥାନୀୟ ବିଜୁ ସ୍ମୁତିସଂସଦ (ବାଉଁଶଲୁଣ୍ଡି) ତରଫରୁ ସ୍ଥାନୀୟ ପୁଲିସ ବାହିନିର ୮୮ଜଣ ପୁଲିସ କର୍ମଚାରୀଙ୍କୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷୀକଙ୍କ କାର୍ଯ୍ୟଳୟ ପରିସରରେ ଜଙ୍ଗଲପରିବେଷ ଓ ସଂସଦୀୟ ବ୍ୟାପାରମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ବାରା ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷୀକ ଶୁଭ୍ରଂଶୁ ଶେଖର ମିଶ୍ର,ଥାନା ଅଧିକାରୀ ସୁଦୀପ୍ର କୁମାର ସାହୁ ,ଲିତାରାଣୀ ପରିଡା,ସମୀର ବେହେରା,ନିରଞ୍ଜନ ଦାସ,ପ୍ରକାଶ କୁମାର ସାହୁ ଓ ରାଜେନ୍ଦ୍ର ପରିଡା ସମେତ ୮୧ ଜଣ ପୁଲିସ କର୍ମଚାରୀ ଙ୍କୁ ସମ୍ନାନିତ କରାଯାଇଥିଲା । ଏଥିରେ ଭପ-ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଭଞ୍ଜନଗର ଗୋଷ୍ଟି ଉନ୍ନୟନ ଅଧିକାରୀ ଅନିଲ କୁମାରସେଠୀ,ରାଜସ୍ବା ଅଧିକାରୀ ଅଧିକାରୀ ଆଲୋକ ପ୍ରଧାନ,ଭଞ୍ଜନଗର ବ୍ଲକ ଉପାଧିକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ବିଜୁ ସ୍ମୁତି ସଂସଦର ସଭାପତି ସଂଗ୍ରାମ କେଶରୀ ଆରୁଖ, ସଂପାଦକ ରାଜେନ୍ଦ୍ର ପ୍ରଧାନ,ସମାଜସେବୀ ଶୂଳପାଣି ଶତପଥି ଉପସ୍ଥିତ ରହିଥିବା ବେଳେ ବାବୁଲା ପ୍ରଧାନ, ପଞ୍ଚାନନ ପାଳ,ପ୍ରମୋଦ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ସହଯାେଗ କରିଥିଲେ ।ଉକ୍ତପୁଲିସ କର୍ମଚାରୀମାନେ କରୋନା ସଂକ୍ରାମଣକୁ ଖାତିରି ନକରି କାର୍ଯ୍ୟ ସୁଚାରରୂପେ ସମାପନ କରିଆସୁଥିବାରୁ ଏହାକୁ ନେଇବିଜୁ ସ୍ମୁତି ସଂସଦ ତରଫରୁ ସମ୍ନାନିତ କରାଯାଇଥିବା କଥା ସଂସଦର ସମ୍ପାଦକ ରାଜେନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି।


ରିପୋର୍ଟ: ରବିନ୍ଦ୍ରପ୍ରଧାନ

LEAVE A REPLY

Please enter your comment!
Please enter your name here