ଗଞ୍ଜାମ,୧୯/୦୫/୨୦୨୦ (ଟୁକୁନା ପ୍ରଧାନ) – : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଭାଟଖାଲି,କରାତଳି, ଘୋଡାପଲାଣ,କରଞ୍ଜରା,ଜେନାପୁର, ଜିଲୁଣ୍ଡା,ହୀରାପଲ୍ଲି,ସୁନାରିବୁଗୁଡା,ଲକ୍ଷ୍ମଣପଲ୍ଲୀ,ସାନବରଗାଁ,ନିମିନା ଆଦି ସ୍ଥାନରେ ଥିବା ସଂଗରୋଧ କେନ୍ଦ୍ର କୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯିବା ସହ ପ୍ରବାସୀ ଓଡ଼ିଆ ମାନଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ ।