ଶେରଗଡ,୨୨/୦୫/୨୦୨୦: ଶେରଗଡ ବ୍ଳକର ବିଭିନ୍ନ ସଂଗରୋଧ କେନ୍ଦ୍ର ରେ ଥିବା ଶତାଧିକ ମହିଳା ଆଜି ପବିତ୍ର ସାବିତ୍ରୀ ବ୍ରତ ପାଳନ କରି ସ୍ୱାମୀ ଙ୍କ ଦୀର୍ଘ ଜୀବନ କାମନା କରିବା ସହ ପରିବାରର ମଙ୍ଗଳ ମନାସିଛନ୍ତି।ପିତଳ ପଂଚାୟତ ରେ ଥିବା ସଂଗରୋଧ କେନ୍ଦ୍ର ଗୁଡିକର ପ୍ରାୟ ୧୫ ମହିଳା ଙ୍କୁ ଓଷା କରିବା ପାଇଁ ଶାଢୀ ସମେତ ସମସ୍ତ ପୂଜା ସାମଗ୍ରୀ ପଂଚାୟତ ପକ୍ଷରୁ ଯୋଗାଇ ଦିଆଯାଇଥିଲା।