ଶେରଗଡ, ୨୪/୦୫/୨୦୨୦: ଶେରଗଡ ବ୍ଳକର ର ବିଭିନ୍ନ ସଂଗରୋଧ କେନ୍ଦ୍ର ରେ ରହୁଥିବା ପ୍ରବାସୀ ଓଡିଆ ମାନେ ଗତ ଶୁକ୍ରବାର ସାବିତ୍ରୀ ବ୍ରତ ସାରି ଓ ୨୧ଦିନିଆ କରେଣ୍ଟାଇନ ଶୃଖଂଳିତ ଭାବେ କଟାଇ ନିଜ ନିଜ ଗୃହକୁ ଫେରିଛନ୍ତି।ଏମାନଙ୍କୁ କେନ୍ଦ୍ର ଓ ପ୍ରଶାସନ ପକ୍ଷରୁ ମଧ୍ଯ ବିଦାୟ ସମ୍ବର୍ଦ୍ଧନା ଦେବା ସହ ପ୍ରମାଣପତ୍ର ମଧ୍ଯ ପ୍ରଦାନ କରାଯାଇଛି।ଏଇମାନେ ଘରକୁ ଯାଇ ପୁଣି ଚଉଦ ଦିନ କରଣ୍ଟଟାଇନ ରେ ରହିବାକୁ ମଧ୍ଯ ପରାମର୍ଶ ଦିଆଯାଇଛି।ପରିଶେଷରେ କରୋନା ଯୋଧ୍ୟା ରୂପେ ପରିଚିତ ଅଙ୍ଗନବାଡିକର୍ମୀ,ସ୍ୱାସ୍ଥ୍ୟ କର୍ମୀ, ଆଶା,ଶିକ୍ଷୟତ୍ରୀ ଙ୍କ ଉତ୍ସତିକୃତ କାର୍ଯ୍ଯ ପାଇଁ ମଧ୍ଯ ପ୍ରଶଂସିତ କରାଯାଇଛି।
ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି