ବଙ୍ଗୋମୁଣ୍ଡା,୨୫/୦୫/୨୦୨୦(ଅମରେନ୍ଦ୍ର ନନ୍ଦ ):-କରୋନା ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କୁ ଫେରୁଥିବା ଶ୍ରମିକମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି |ଶ୍ରମିକଙ୍କୁ ସୁରକ୍ଷା ଓ ବାହାର ଲୋକ ସଙ୍ଗରୋଧକେନ୍ଦ୍ର ପରିସରରେ ଗହଳି କରୁଥିବାରୁ ଗନ୍ଧର୍ଲା ସରପଞ୍ଚ ଦୁଲମଣି ନାଗ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି 144ଧାରା ଜାରି କରିଛନ୍ତି |ଉଲଙ୍ଘ ନ କଲେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ କହିଛନ୍ତି l