ରାଜ୍ୟରେ ପ୍ରଥମ: କଟକ ସିଟି ହସ୍ପିଟାଲର ଡାକ୍ତର କରୋନା ପଜିଟିଭ ଚିହ୍ନଟ

0
207

 

କଟକ, ୨୬/୦୫/୨୦୨୦:ରାଜ୍ୟରେ ପ୍ରଥମ କୋଭିଡ-୧୯ ପଜିଟିଭ ଚିହ୍ନଟ ହେଲେ କଟକ ସିଟି ହସ୍ପିଟାଲର ଡାକ୍ତର। କଟକ ସିଟି ହସ୍ପିଟାଲର ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। କଟକ ସିଟି ହସ୍ପିଟାଲର ଶିଶୁ ରୋଗ ବିଭାଗରେ କାର୍ଯ୍ୟରତ ଡାକ୍ତର କରୋନା ଭାଇରସ୍‌ର ଶିକାର ହୋଇଛନ୍ତି। କରୋନା ଚିହ୍ନଟ ପରେ ହସ୍ପିଟାଲରେ କଟକଣା ଲାଗୁ ହୋଇଛି।

LEAVE A REPLY

Please enter your comment!
Please enter your name here