ଶେରଗଡ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀନାରାୟଣ କର ଙ୍କ ଅବସର।

0
223

 

ଶେରଗଡ, ୩୦୵୫୵୨୦୨୦>ଶେରଗଡ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀନାରାୟଣ କର ଙ୍କ ଆଜି ହେଉଛି ଶେଷ ସରକାରୀ କାର୍ଯ୍ୟ ଦିବସ । ସେ ଆସନ୍ତାକାଲିଠାରୁ କାର୍ଯ୍ୟ ରୁ ଅବସର ଗ୍ରହଣ କରୁଛନ୍ତି ।ଗତପ୍ରାୟ ୪୦ବର୍ଷ ପୂର୍ବେ ସେ ଶିକ୍ଷକତାଜୀବନ ଆରମ୍ଭ କରି ଶିକ୍ଷାବିଭାଗରେ ସବ୍ ଇନ୍ସପେକଟର ଭାବେ କାର୍ଯ୍ୟ କରିବା ପରେ ପ୍ରାୟ ୨୦୧୨ମସିହାରୁ ଶେରଗଡ ବ୍ଲକ ଗୋଷ୍ଠୀ ଶିକ୍ଷାଅତିରିକ୍ତ ଅଧିକାରୀ ରୂପେ କାର୍ଯ୍ୟ କରି ଶିକ୍ଷାଆୟତନ ଗୁଡିକ ର ସର୍ବବିଧ ଉନ୍ନୟନ କାର୍ଯ୍ୟ କରିବା ଶିକ୍ଷକ ଶିକ୍ଷୟତ୍ରୀ,ସହକର୍ମୀ ସ୍ଥାନୀୟ ଜନସାଧାରଣଙ୍କ ସହ ସୁସଂପର୍କ ରକ୍ଷାକରି କାର୍ଯ୍ୟ କରି ବେଶ୍ ପ୍ରଶଂସିତ ହୋଇପାରିଛନ୍ତି।

ରିପୋର୍ଟ : ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here