ମହାନଗର ବିଜୁ ଯୁବ ବିଜେଡ଼ି ପକ୍ଷରୁ ଖବରକାଗଜ ବିତରୋକ ଙ୍କୁ ରାସନ ସାମଗ୍ରୀ ପ୍ରଦାନ

0
163

ଵ୍ରହ୍ମପୁର, ୩୧/୦୫/୨୦୨୦( ହିମାଶୁଂ ଶେଖର ସାବତ)
କରୋନା ମହାମାରୀ ଯୋଗୁଁ ଦେଖା ଦେଇଥିବା ଦେଶ ଓ ରାଜ୍ୟରେ ଜଟିଳ ପରିସ୍ଥିତିକୁ ଆଖି ଆଗରେ ରଖି ପରସ୍ପରକୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଏହା କ୍ରମେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଓ ରାଜ୍ୟ ଯୁବ ବିଜେଡ଼ି ସଭାପତି ଅମରେଶ ପତ୍ରି ନିର୍ଦ୍ଦେଶ ଅନୁସାରେ ମହାନଗର ବିଜୁ ଯୁବ ବିଜେଡ଼ି ପକ୍ଷରୁ ଖବରକାଗଜ ବିତରକ ମାନଙ୍କୁ କେ଼ାରୋନ ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି ତତ ସହ ସେମାନଙ୍କୁ ଏକ ମାସ ର ରାସନ ସମାନ ଦିଆଯାଇଛି ଚାଉଳ,ତେଲ,ଡାଲି,ଆଳୁ,ପିଆଜ, ବିସ୍କୁଟ ବଣ୍ଟନ କରାଯାଇଛି।ମହାନଗର ଯୁବ ବିଜେଡ଼ି ସଭାପତି ମୁକୁନ୍ଦ ଗୌଡ ଓ ଉପ ସଭାପତି ଆର୍ ମୁରଲୀ ମୋହନ ଙ୍କ ନେତୃତ୍ଵ ରେ ଆୟୋଜନ କରାଯାଇଛି।
ଏଥିରେ ଗଞ୍ଜାମ ଜିଲ୍ଲାର ସଭାପତି ତଥାଜ ରାଜ୍ୟ ନିର୍ମାଣ ଓ ଅନ୍ୟାନ୍ୟ କୋଠା ବାଡି ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ବ୍ରହ୍ମପୁର ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ଗଞ୍ଜାମ ଜିଲ୍ଲାର ମହିଳା ସଭାପତି ସଂଘମୀତ୍ର ଦଳାଇ, ଗଞ୍ଜାମ ଜିଲ୍ଲାର ଯୁବ ସଭାପତି ଧନ ଞ୍ଜୟ ରାଓ, ରାଜ୍ୟ ସମ୍ପାଦକ ଟି ଗୋପୀ, ପୂର୍ବତନ କାଉନସିଲର ମମତା ବିଷୋୟୀ, ତ୍ରିପତି ପାତ୍ର, ସୁରେନ୍ଦ୍ର ମହାରଣା, ଅନିଲ୍ ନାୟକ, ରାକେଶ ସାହୁ, ତେଜ ସ୍ବାମୀ, ରାଜେଶ୍ୱର୍ ବେହେରା, ଅଭିିନ୍ ସୁନ୍ଦର ବେହେରା, ରାଜ୍ୟ ସାଧାରଣ ସମ୍ପାଦକ ରାଜନିଶ୍ ମିଶ୍ର,ପାଇକାର ଭଣ୍ଡାର ପୂର୍ବତନ ସଭାପତି ସୁଧୀର ରାଉତ, ସଞ୍ଜୟ ଜେନା ଛାତ୍ର ସଭାପତି, ଲକ୍ଷ୍ମୀ ପାଢ଼ୀ,ଲୋକନାଥ କର,ପ୍ରସ୍ନନ୍ ଗନ୍ତାୟତ,ଟୁନା ମହାରଣା,କେ ରବି,ଆର୍ କ୍ରିଷ୍ଣା ରେଡ୍ଡୀ,ଏସ ଏ କଲିଲ୍,ଅରୁଣ ଗରୁଡ, ମିର୍ଜା ଜାଭେଡ୍ ବେଗ, ଏସ କେ ଇକବଲ୍, ଦିଲୀପ ପାତ୍ର, କେ ମୁନ ରେଡ୍ଡି, ସିମଞ୍ଚଲ୍ ସାହୁ, ମନୋଜ ସାହୁ, ଶ୍ରୀକାନ୍ତ ପାଣିଗ୍ରାହୀ, ବାପୁଜୀ ସାହୁ,ସତ୍ୟ ସାହୁ, ପଞ୍ଚ ନନ୍ ରାଉଳ, ରମେଶ ନାୟକ, ଲକ୍ଷ୍ମୀ ପାଢ଼ୀ, ସବିତା ବେହେରା, ପ୍ରମୁଖ ଉପସ୍ଥିତ ରହି ବଣ୍ଟନ ରେ ମହାନଗର ବିଜୁ ଜନତା ଦଳର କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here