ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭୦ କରୋନା ପଜିଟିଭ, ଗଞ୍ଜାମ ରେ ସର୍ବାଧିକ ୨୧୮

0
213

 

ଭୂବନେଶ୍ୱର,୧୧/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ ଶନିବାର ପୁଣି ୫୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ନୂଆ ୫୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ କ୍ୱାରାଣ୍ଟାଇଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୮୬ ଲୋକାଲ କେସ୍‌ ରହିଛି।
ନୂଆ ୫୭୦ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୧୧, ବାଲେଶ୍ୱର ୩, ଭଦ୍ରକ ୨, ବୌଦ୍ଧ ୩, କଟକ ୪୬, ଗଜପତି ୨୫, ଜଗତ୍‌ସିଂହପୁର ୧୬, ଯାଜପୁର ୪୦, ଝାରସୁଗୁଡ଼ା ୩୧, କେନ୍ଦ୍ରାପଡ଼ା ୬, କେନ୍ଦୁଝର ୧୪, ଖୋର୍ଦ୍ଧା ୩୭, କୋରାପୁଟ ୧୧, ମୟୂରଭଞ୍ଜ ୧୦, ନୟାଗଡ଼ ୩୭, ପୁରୀ ୧୫, ସମ୍ବଲପୁର ୧, ସୁନ୍ଦରଗଡ଼ ୪୪।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୫୨୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪,୪୭୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୭,୯୭୨ଜଣ ସୁସ୍ଥ ହୋଇଛନ୍ତି।

Covid-19 Report For 10th July

New Positive Cases: 570
In Quarantine: 384
Local Contacts: 186

(Details of local contacts will be shared by concerned Dist Administration)

District Wise Cases
1. Angul: 11
2. Balasore: 3
3. Bhadrak: 2
4. Boudh: 3
5. Cuttack: 46
6. Gajapati: 25
7. Ganjam: 218
8. Jagatsinghpur: 16
9. Jajpur: 40
10. Jharsuguda : 31
11. Kendrapada: 6
12. Keonjhar: 14
13. Khorda: 37
14. Koraput: 11
15. Mayurbhanj: 10
16. Nayagarh: 37
17. Puri: 15
18. Sambalpur: 1
19. Sundargarh: 44
New Recoveries: 565
Cumulative Tested: 327288
Positive: 12526
Recovered: 7972
Active Cases: 4475

LEAVE A REPLY

Please enter your comment!
Please enter your name here