ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୧୮ କରୋନା ପଜିଟିଭ, ଗଞ୍ଜାମ ରେ ସର୍ବାଧିକ ୨୮୬

0
192

 

ଭୂବନେଶ୍ୱର,୧୧/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ ଆଜି ପୁଣି ୬୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୯୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ନୂଆ ୬୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୧ କ୍ୱାରାଣ୍ଟାଇଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୦୭ ଲୋକାଲ କେସ୍‌ ରହିଛି।
ନୂଆ ୬୧୮ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୧୪, ବାଲେଶ୍ୱର ୬୧, ଭଦ୍ରକ ୧, ବୌଦ୍ଧ ୨, କଟକ ୧୬, ଜଗତ୍‌ସିଂହପୁର ୨୬, ଯାଜପୁର ୫, ଝାରସୁଗୁଡ଼ା ୧, କେନ୍ଦ୍ରାପଡ଼ା ୯,କେନ୍ଦୁଝର ୧୪, ଖୋର୍ଦ୍ଧା ୧୦୭, କୋରାପୁଟ ୧, ମୟୂରଭଞ୍ଜ ୨୧, ନୟାଗଡ଼ ୧୫, ପୁରୀ ୫, ସମ୍ବଲପୁର ୧୦, ସୁନ୍ଦରଗଡ଼ ୧୫।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୪,୮୯୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪,୯୩୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୯୮୬୪ ଜଣ ସୁସ୍ଥ ହୋଇଛନ୍ତି।

Covid-19 Report For 14th July

New Positive Cases: 618
In Quarantine: 411
Local Contacts: 207

(Details of local contacts will be shared by concerned Dist Administration)

District Wise Cases
1. Angul: 14
2. Balasore: 61
3. Bhadrak: 1
4. Bolangir: 2
5. Boudh: 2
6. Cuttack: 16
7. Dhenkanal: 2
8. Ganjam: 286
9. Jagatsinghpur: 26
10. Jajpur: 5
11. Jharsuguda: 1
12. Kendrapada: 9
13. Keonjhar: 5
14. Khurda: 107
15. Koraput: 1
16. Malkangiri: 13
17. Mayurbhanj: 21
18. Nayagarh: 15
19. Puri: 5
20. Rayagada: 1
21. Sambalpur: 10
22. Sundargarh: 15
New Recoveries: 609
Cumulative Tested: 353824
Positive: 14898
Recovered: 9864
Active Cases: 4933

LEAVE A REPLY

Please enter your comment!
Please enter your name here