ରାଜ୍ୟରେ ଆଜି ସର୍ବାଧିକ ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମ ରେ ୨୪୭ ଚିହ୍ନଟ

0
183

 

ଭୂବନେଶ୍ୱର,୧୯/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି ଆଜି ମଧ୍ୟ ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ୭୩୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୮୧ ଓ ସ୍ଥାନୀୟ ଅଞ୍ଚଳରୁ ୨୫୫ ଜଣ ଚିହ୍ନଟ ହୋଇଛନ୍ତି ।ସେଥିରେ ଗଞ୍ଜାମ ର ସର୍ବାଧିକ ୨୪୭ ଚିହ୍ନଟ ହୋଇଛନ୍ତି।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୩୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Covid-19 Report For 18th July

New Positive Cases: 736
In Quarantine: 481
Local Contacts: 255

(Details of local contacts will be shared by concerned District Administration)

District Wise Cases
1. Angul: 22
2. Balasore: 33
3. Bargarh: 3
4. Bhadrak: 5
5. Bolangir: 4
6. Boudh: 8
7. Cuttack: 27
8. Dhenkanal: 1
9. Gajapati: 39
10. Ganjam: 247
11. Jagatsinghpur: 40
12. Jajpur: 40
13. Kalahandi: 2
14. Kendrapada: 7
15. Khurda: 107
16. Keonjhar: 1
17. Koraput: 45
18. Malkangiri: 18
19. Mayurbhanj: 12
20. Nawarangpur: 1
21. Nayagarh: 10
22. Puri: 14
23. Rayagada: 8
24. Sambalpur: 25
25. Sundargarh: 17

New Recoveries: 607
Cumulative Tested: 386102
Positive: 17437
Recovered: 11937
Active Cases: 5381

 

LEAVE A REPLY

Please enter your comment!
Please enter your name here