ରାଜ୍ୟରେ ଆଜି ସର୍ବାଧିକ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମ ରେ ୨୨୫ ଚିହ୍ନଟ

0
176

 

ଭୂବନେଶ୍ୱର,୨୧/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି ଆଜି ମଧ୍ୟ ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ୬୪୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୩୧ ଓ ସ୍ଥାନୀୟ ଅଞ୍ଚଳରୁ ୨୧୬ ଜଣ ଚିହ୍ନଟ ହୋଇଛନ୍ତି ।ସେଥିରେ ଗଞ୍ଜାମ ର ସର୍ବାଧିକ ୨୨୫ ଚିହ୍ନଟ ହୋଇଛନ୍ତି।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୭୫୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Covid-19 Report For 20th July

New Positive Cases: 647
In Quarantine: 431
Local Contacts: 216

(Details of local contacts will be shared by concerned District Administration)

District Wise Cases
1. Angul: 37
2. Balasore: 40
3. Bargarh: 04
4. Bhadrak: 12
5. Bolangir: 5
6. Cuttack: 84
7. Dhenkanal: 10
8. Ganjam: 225
9. Jagatsinghpur: 7
10. Jajpur: 2
11. Kandhamal: 5
12. Kendrapada: 13
13. Khurda: 68
14. Keonjhar: 8
15. Koraput: 28
16. Malkangiri: 10
17. Mayurbhanj: 3
18. Nawarangpur: 2
19. Nayagarh: 4
20. Rayagada: 47
21. Sambalpur: 10
22. Sonepur: 1
23. Sundargarh: 22

New Recoveries: 457
Cumulative Tested: 401644
Positive: 18757
Recovered: 12909
Active Cases: 5715

LEAVE A REPLY

Please enter your comment!
Please enter your name here