ଭୂବନେଶ୍ୱର,୨୨/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି ଆଜି ମଧ୍ୟ ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ୧୦୭୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୨୧ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭ ଜଣ ଚିହ୍ନଟ ହୋଇଛନ୍ତି ।ସେଥିରେ ଗଞ୍ଜାମ ର ସର୍ବାଧିକ ୩୭୧ ଚିହ୍ନଟ ହୋଇଛନ୍ତି।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୩୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 21st July
New Positive Cases: 1078
In Quarantine: 721
Local Contacts: 357
(Details of local contacts will be shared by concerned District Administration)
District Wise Cases
1. Angul: 1
2. Balasore: 10
3. Bargarh: 26
4. Bhadrak: 1
5. Balangir: 6
6. Boudh: 3
7. Cuttack: 57
8. Dhenkanal: 2
9. Gajapati: 24
10. Ganjam: 371
11. Jagatsinghpur: 35
12. Jajpur: 20
13. Jharsuguda: 34
14. Kalahandi: 15
15. Kandhamal: 13
16. Kendrapada: 24
17. Keonjhar: 16
18. Khurda: 121
19. Koraput: 15
20. Malkangiri: 66
21. Mayurbhanj: 13
22. Nawarangpur: 17
23. Nayagarh: 5
24. Puri: 28
25. Rayagada: 96
26. Sambalpur: 20
27. Sonepur: 10
28. Sundargarh: 29
New Recoveries: 400
Cumulative Tested: 410921
Positive: 19835
Recovered: 13309
Active Cases: 6387