ଭୂବନେଶ୍ୱର,୨୬/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି ଆଜି ମଧ୍ୟ ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୧୩୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ୧୩୭୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୧୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୯ ଜଣ ଚିହ୍ନଟ ହୋଇଛନ୍ତି ।ସେଥିରେ ଗଞ୍ଜାମ ର ସର୍ବାଧିକ ୪୮୪ ଚିହ୍ନଟ ହୋଇଛନ୍ତି।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୩୮୯ କୁ ବୃଦ୍ଧି ପାଇଛି ।ସେପରି ୧୫୯୨୮ ଜଣ ସୁସ୍ଥ ହୋଇଥିବା ବେଳେ ୯୨୮୭ ଜଣ ଙ୍କ ଚିକିତ୍ସା ହେଉଛି।ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 25th July
New Positive Cases: 1376
In Quarantine: 917
Local Contacts: 459
(Details of local contacts will be shared by concerned District Administration)
District Wise Cases
1. Angul: 5
2. Balasore: 29
3. Bargarh: 7
4. Bhadrak: 10
5. Balangir: 19
6. Boudh: 8
7. Cuttack: 75
8. Deogarh: 11
9. Dhenkanal: 15
10. Gajapati: 74
11. Ganjam: 484
12. Jagatsinghpur: 11
13. Jajpur: 8
14. Jharsuguda: 6
15. Kalahandi: 11
16. Kandhamal: 12
17. Kendrapada: 11
18. Keonjhar: 103
19. Khurda: 187
20. Koraput: 7
21. Malkangiri: 15
22. Mayurbhanj: 22
23. Nawarangpur: 21
24. Nayagarh: 30
25. Nuapada: 4
26. Puri: 91
27. Rayagada: 45
28. Sambalpur: 17
29. Sonepur: 5
30. Sundargarh: 33
New Recoveries: 728
Cumulative Tested: 458120
Positive: 25389
Recovered: 15928
Active Cases: 9287