ରାଜ୍ୟରେ ଆଜି ସର୍ବାଧିକ ୧୨୦୩ କରୋନା ଆକ୍ରାନ୍ତ ଚିହ୍ନଟ,ରାଜ୍ୟ ରେ ଆକ୍ରାନ୍ତ ଙ୍କ ସଂଖ୍ଯା ୩୦ ହଜାର ପାର, ଆଜି ଗଞ୍ଜାମ ରେ ସର୍ବାଧିକ ୨୫୦ ଚିହ୍ନଟ

0
155

 

ଭୂବନେଶ୍ୱର,୩୦/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି ଆଜି ମଧ୍ୟ ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୧୨୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ୧୨୦୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୪୫ ଜଣ ଚିହ୍ନଟ ହୋଇଛନ୍ତି ।ସେଥିରେ ଗଞ୍ଜାମ ର ସର୍ବାଧିକ ୨୫୦ ଚିହ୍ନଟ ହୋଇଛନ୍ତି।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮କୁ ବୃଦ୍ଧି ପାଇଛି ।ସେପରି ୧୮୯୩୮ ଜଣ ସୁସ୍ଥ ହୋଇଥିବା ବେଳେ ୧୧୨୩୫ ଜଣ ଙ୍କ ଚିକିତ୍ସା ହେଉଛି।ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Covid-19 Report For 29th July

New Positive Cases: 1203
In Quarantine: 758
Local Contacts: 445

(Details of local contacts will be shared by concerned Dist Administration)

District Wise Cases

1. Angul: 15
2. Balasore: 20
3. Bargarh: 12
4. Bhadrak: 53
5. Balangir: 6
6. Boudh: 3
7. Cuttack: 97
8. Deogarh: 8
9. Dhenkanal: 3
10. Gajapati: 72
11. Ganjam: 250
12. Jagatsinghpur: 8
13. Jajpur: 46
14. Kalahandi: 4
15. Kandhamal: 14
16. Kendrapada: 14
17. Keonjhar: 11
18. Khurda: 220
19. Koraput: 66
20. Malkangiri: 65
21. Mayurbhanj: 16
22. Nawarangpur: 4
23. Nayagarh: 24
24. Puri: 9
25. Rayagada: 45
26. Sambalpur: 40
27. Sonepur: 4
28. Sundargarh: 74

New Recoveries: 878
Cumulative Tested: 500238
Positive: 30378
Recovered: 18938
Active Cases: 11235

LEAVE A REPLY

Please enter your comment!
Please enter your name here