ଆସିକା ଏନ.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ଙ୍କ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲ ରେ କୋରନା ରେ ଚିକିତ୍ସାଧୀନ ଅବସ୍ଥା ରେ ଦେହାନ୍ତ

0
479

 

ବ୍ରହ୍ମପୁର,୦୪/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଆସିକା ଏନ.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ଙ୍କ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲ ରେ କୋରନା ରେ ଚିକିତ୍ସାଧୀନ ଅବସ୍ଥା ରେ ଦେହାନ୍ତ ହୋଇଥିବା ଜଣାଯାଇଛି। ଆସିକା ଏନ.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ଙ୍କ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ଦେହାନ୍ତ । ସେ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲ ରେ ରହି ଚିକିତ୍ସିତ ହେଉଥିବା ସମୟରେ କୋରନା ରେ ମୃତ୍ୟୁ ସୂଚନା । ଗଲା କିଛି ଦିନ ହେବ ସେ କରୋନା ରେ ଅସୁସ୍ଥ ଥିଲେ । ପ୍ରଥମେ ହୋମ କ୍ଵାରେଣ୍ଟାଇନ ଥିଲେ ପରେ ଅବସ୍ଥା ଗୁରୁତ୍ଵର ହେବାରୁ ଆସିକା ସବଡିଭିଜନ ହଷ୍ପିଟାଲକୁ ନିଆ ଯାଇ ସେଠାରୁ ଡାକ୍ତରଙ୍କ ପରାମଶ କ୍ରମେ ବ୍ରହ୍ମପୁର ସିଟି ମେଡିକାଲ ସ୍ଥିତ କୋରାନ କେୟାର ସେଣ୍ଟର କୁ ନିଆ ଯାଇଥିଲା ଓ ପରେ କଟକ ରେ ଅଶ୍ୱିନୀ ହସ୍ପିଟାଲ ରେ ହଷ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ କୋରାନା ଚିକିତ୍ସାଧୀନ ଅବସ୍ଥା ରେ ଦେହାନ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here