ରାଜ୍ଯରେ ଆଜି ୧୩୦୫ ଜଣ କରୋନା ଆକ୍ରାନ୍ତ ଙ୍କ ଆରୋଗ୍ଯ ଲାଭ

0
181

 

ଭୂବନେଶ୍ୱର,୧୪/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ଯରେ ଆଜି ୧୩୦୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।ସେଥି ମଧ୍ଯ ରେ ଗଞ୍ଜାମ ର ୨୬୬,ଖୋର୍ଦ୍ଦା ର ୧୫୬,କଟକ ର ୧୨୮,ଯାଜପୁର ର ୧୧୧ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି। ଏହା ସହ ରାଜ୍ଯରେ ଏଯାବତ୍ ୩୯,୨୦୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।ରାଜ୍ଯ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Another 1305 #COVID19 patients have recovered and are being discharged on 14.8.2020

266 from Ganjam
156 from Khurdha
128 from Cuttack
111 from Jajpur
75 from Malkangiri
71 from Balasore
63 from Sundergarh
50 from Puri
44 from Kalahandi
42 from Kendrapara

33 from Koraput
33 from Nayagarh
28 from Dhenkanal
25 from Gajapati
25 from Nabarangpur
24 from Sambalpur
20 from Bhadrak
19 from Jharsuguda
18 from Mayurbhanj
16 from Nuapada
12 from Kandhamal
12 from Keonjhar
10 from Rayagada
9 from Jagatsinghpur
8 from Bolangir 7 from Baragarh

The total recovered cases of Odisha now stand at 39205

LEAVE A REPLY

Please enter your comment!
Please enter your name here