କରୋନା ଆଣ୍ଟିଜେନ ନମୁନା ସଂଗ୍ରହ ପାଇଁ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ତାଲିମ ।

0
149

 

ଶେରଗଡ, ୧୪/୦୮/୨୦୨୦: ନିଜ ନିଜ ଅଂଚଳରେ କରୋନା ଆଣ୍ଟିଜେନ ନମୁନା ପରୀକ୍ଷା ପାଇଁ ଲୋକ ଙ୍କ ଠାରୁ ସଂଗ୍ରହ କରିବା ପାଇଁ ସିହଳା ସ୍ୱାସ୍ଥ୍ୟ ଉପ କେନ୍ଦ୍ର ରେ ମହିଳା ସ୍ୱାସ୍ଥ୍ଯ ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି।ଏଥିରେ କୁକୁଡାଖଣ୍ଡି ସି ଏଚ ସି ଚିକିତ୍ସା ଅଧିକାରୀ ଡାକ୍ତର ରାମଚନ୍ଦ୍ର ମହାପାତ୍ର, ବି ପି ଏମ ଶୋହନପଟ୍ଟନାୟକଯୋଗଦେଇ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ତାଲିମ ପ୍ରଦାନ କରିଥିଲେ ।ମହିଳା ସ୍ୱାସ୍ଥ୍ୟ କର୍ମୀ ଝୁନୁ ପଟ୍ଟନାୟକ,ମାନିନି ପାଢି,କିରଣ କୁମାରୀ ପଟ୍ଟନାୟକ ,ପୂଜା ରାଣୀ ବରାଳ ଓ ପୁରୁଷ ସ୍ୱାସ୍ଥ୍ଯକର୍ମୀ ରବିନାରାୟଣ ଦାଶ,ଶିବାଶିଷ ପଣ୍ଡା,ରବିନ୍ଦ୍ର ନାଥ ପ୍ରଧାନ ତାଲିମ ନେଇଥିଲେ ।ସୁପରଭାଇଜର ସତ୍ଯନାରାୟଣ ପଣ୍ଡା ମଧ୍ଯ ଉପସ୍ଥିତ ଥିଲେ ।


ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here