ଭୂବନେଶ୍ୱର,୧୯/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ, ପାସ ହାର ୭୪.୯୫ ପ୍ରତିଶତ ।ଚଳିତବର୍ଷ ୭୪.୯୫% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ମୋଟ୍ ୨୫ ହଜାର ୭୮୫ ପିଲାଙ୍କ ମଧ୍ୟରୁ ୧୯ ହଜାର ୩୧୮ ପିଲା ପାସ୍, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କଲେ ରେଜଲ୍ଟ, ନୟାଗଡ଼ରେ ପାସ୍ ହାର ସର୍ବାଧିକ ୮୮.୭୦%, ଦେବଗଡ଼ରେ ପାସ୍ ହାର ସର୍ବନିମ୍ନ ୩୪.୧୭% ରହିଛି
ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୬,୬୨୯ ଜଣ
ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୪,୨୫୯ ଜଣ
ତୃତୀୟ ଶ୍ରେଣୀରେ ପାସ କରିଛନ୍ତି ୮,୩୬୧ଜଣ।