ଗଞ୍ଜାମ,୨୫/୦୮/୨୦୨୦ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ଷଣ୍ଢମୂଳ ଗ୍ରାମବାସୀ, ଯୁବଗୋଷ୍ଠୀ, ଜୀବନ ଦ୍ଵିତୀ ଏଜୁକେଶନାଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଓ ଇଣ୍ଡିଆନ ୟୁଥ ଆସୋସିଏସନ (ଆଇ ୱାଇ ଏ ନିୟୁଜ ) ର ମିଳିତ ସହଯୋଗରେ ଅନୁଷ୍ଠିତ ଏକ ସ୍ବେଛାକୃତ ରକ୍ତଦାନ ଶିବିରରେ ୩୧ ଜଣ ରକ୍ତଦାନ କରିଥିଲେ l ଏହି ଶିବିରକୁ ଷଣ୍ଢମୂଳ ଗ୍ରାମ୍ୟ ମନ୍ଦିର ଟ୍ରଷ୍ଟି ଜୟସେନ ନାୟକ ଉଦଘାଟନ କରିଥିବା ବେଳେ ପୁର୍ବତନ ସରପଞ୍ଚ ଦେବରାଜ ସ୍ୱାଇଁ, ଯୁବ ସଂଯୋଜକ ପ୍ରଶାନ୍ତ କୁମାର ବେହେରା, ଆଇ ୱାଇ ଏ ନିୟୁଜ ପ୍ରତିନିଧି ଟୁକୁନା ପ୍ରଧାନ, ପ୍ରକାଶ ଚନ୍ଦ୍ର ପାଣ୍ଡୀ, ରାମ ଚନ୍ଦ୍ର ବିଶ୍ୱାଳ, ଶିକ୍ଷକ ପ୍ରସନ୍ନ କୁମାର ନାୟକ, ଅଶୋକ କୁମାର ପଣ୍ଡା,ରବୀନ୍ଦ୍ର ସ୍ୱାଇଁ, ଶୁଭକାନ୍ତ ଗୌଡ଼, ଗଙ୍ଗାଧର ନାୟକ, ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକ, ସୁରେଶ ଚନ୍ଦ୍ର ବାରିକ, ସୁଧୀର ବେହେରା,ମୁନ୍ନା ନାୟକ, ଯୋଗୀ ରାମ ଜେନା , କୃଷ୍ଣ ଚନ୍ଦ୍ର ଭୂୟାଁ, ତପନ କୁମାର ପ୍ରଧାନ, ସୁଧାକର ମହାରଣା, ବିଭୁତି ପ୍ରଧାନଙ୍କ, ନିରଞ୍ଜନ ସ୍ଵାଇଁ, ସନ୍ତୋଷ କୁମାର ସାହୁ, ଅଚ୍ୟୁତ ଭୂୟା, ଆରତ କୁମାର ବେହେରା, ଅରୁପା ନନ୍ଦ ଡାକୁଆ, ଦେବାଶିଷ ସ୍ଵାଇଁ, ସୁଧୀର ବେହେରା, ରବିନ୍ଦ୍ର କୁମାର ସ୍ଵାଇଁ, ବୁଲା ଡାକୁଆ, ସମେତ ସମସ୍ତ ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ lଦେବେନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନାରେ ଏହି ଶିବିରରେ ଚିନ୍ମୟ ପଣ୍ଡା, ସୁବ୍ରତ କୁମାର ଭୋଳ, ଆଶୁତୋଷ ସାହୁ, ସୁଶାନ୍ତ ଡାକୁଆ, ଗଣେଶ ପଲେଇ, ହିତେଶ କୁମାର ପଣ୍ଡା, ନାରାୟଣ ଗୌଡ଼, ସୁମନ ବିଶୋଇ, ଗଙ୍ଗାଧର ନାୟକ, ଜୟସେନ ପରିଡା, ମିଥୁନ ସ୍ୱାଇଁ, ଜଗନ୍ନାଥ ଦାଶ, ଅମୁଲ୍ୟ କୁମାର ସ୍ୱାଇଁ, ସିଲୁ ପରିଡା, ସୁଶାନ୍ତ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର, ପଣ୍ଡା, ସୁନୀଲ କୁମାର ସାହୁ, ବିଷ୍ଣୁ ବାରିକ, ଶ୍ୟାମ ସୁନ୍ଦର ଦାଶ, ଶିବ ଶଙ୍କର ମହାନ୍ତି, ଏମ. ନାଗେଶ୍ୱର ପlତ୍ର, ଶଙ୍କର ନାୟକ, ନିରାକାର ଜେନା, ସୁନୀଲ କୁମାର ସ୍ୱାଇଁ , ସୁଶାନ୍ତ କୁମାର ପଣ୍ଡା, ରଂଜିତ ସେଠୀ, ପ୍ରଶାନ୍ତ କୁମାର ବେହେରା, ଏମ. ମହେଶ୍ୱର ନାହାକ, ଅମର ନାୟକ, ବସନ୍ତ ନାୟକ ଓ ଭିକାରୀ ମହାନ୍ତି ପ୍ରମୁଖ ରକ୍ତଦାନ କରିଥିଲେ l ବ୍ରହ୍ମପୁର ସ୍ଥିତ ଏମ କେ ସି ଜି ରକ୍ତ ଭଣ୍ଡାର ପକ୍ଷରୁ ଡା.ରାଜେନ୍ଦ୍ର ପ୍ରଧାନ, ପ୍ରଦୀପ କୁମାର ସୁବୁଦ୍ଧି, ସୁଶାନ୍ତ କୁମାର ପାଣିଗ୍ରାହୀ, ଦେବାଶିଷ ପଣ୍ଡା, କେ.ଚନ୍ଦ୍ର ରାଓ ଓ ନାଗ ଭୂଷଣ ପ୍ରଧାନ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ l