ବ୍ରହ୍ମପୁର, ୦୧/୦୯/୨୦୨୦(ବ୍ୟୁରୋ ରିପୋର୍ଟ) ଗତକାଲି ବିଜେଡି ଜିଲ୍ଲା ସମ୍ପାଦକ ହରେକୃଷ୍ଣ ପ୍ରଧାନ ଙ୍କ ଦେହାନ୍ତ ହୋଇଛି । ଆଜି ବ୍ରହ୍ମପୁର ବିଜୁ ଜନତା ଦଳର କାର୍ଯ୍ୟାଳୟ ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲାର ସଭାପତି ଡ଼ ରମେଶ ଚନ୍ଦ୍ର ଚ୍ଯାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ,ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ବିଜୁ ଜନତା ଦଳର ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ ।