ମୋ ପରିବାର ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି

0
318

ବ୍ରହ୍ମପୁର,୦୧/୦୯/୨୦୨୦ ( ଟୁକୁନା ପ୍ରଧାନ )
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ କୁ ଜେଇଇ ଏନ୍ଇଇଟି (JEE,NEET) ପରୀକ୍ଷା ଦେବା ପାଇଁ ବାହାର ଜିଲ୍ଲାରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ରହିବା,ଖାଇବା ଗମନା ଗମନ ର ସୁବ୍ୟବସ୍ଥା ଓଡିଶା ମୋ ପରିବାର ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି ବୋଲି ମୋ ପରିବାର ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାର ବିଜେଡି ସଭାପତି ଡ଼ ରମେଶ ଚନ୍ଦ୍ର ଚ୍ଯାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୁବାଷ ଚନ୍ଦ୍ର ମହାରଣା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏଥିସହିତ ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଓଡିଶା ମୋ ପରିବାର ତରଫରୁ ଛାତ୍ର ଛାତ୍ରୀ ମାନଙ୍କର ସୁବିଧା ଅସୁବିଧା ବୁଝି ପରୀକ୍ଷା ସେଣ୍ଟର ପରିଦର୍ଶନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here