ଆଜି ରାଜ୍ୟରେ ପୁଣି ୩ ୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ, ଏହା ସହ ୧୧ ଜଣଙ୍କ ମୃତ

0
377

ଭୂବନେଶ୍ୱର,୦୨/୦୯/୨୦୨୦(ବ୍ୟୁରୋ ରିପୋର୍ଟ)ଆଜି ରାଜ୍ୟରେ ୩ ହଜାର ୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ ସହ ୧୧ଜଣ ଙ୍କ ମୃତ ହୋଇଥିବା ସୁଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩୦ ପଜିଟିଭ୍ , କଟକରୁ ୪୦୦ ଚିହ୍ନଟ ହେଲେ । ଏହା ସହ ଲକ୍ଷେ ୯ ହଜାର ୭ ଶହ ପାର କଲା ଆକ୍ରାନ୍ତ ସଂଖ୍ୟା। ଆଜି ରାଜ୍ୟରେ ୩ ହଜାର ୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୯୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୮୮ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତ ସଂଖ୍ୟା ରାଜ୍ୟରେ ଲକ୍ଷେ ୯ ହଜାର ୭୮୦ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଚିଂଛି । ସେହିପରି ୨୪ଘଣ୍ଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୭୩୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ପୁରୀରୁ ୨୧୭, ବାଲେଶ୍ୱରରୁ ୧୯୪, ବରଗଡରୁ ୧୮୫, ଗଞ୍ଜାମରୁ ୧୬୯, ମୟୁରଭଂଜରୁ ୧୩୭, ଯାଜପୁରରୁ ୧୧୭ଜଣ, କେନ୍ଦୁଝରରୁ ୧୦୨ଜଣ, କୋରାପୁଟରୁ ୯୦, କେନ୍ଦ୍ରାପଡାରୁ ୫୭, ଢେଙ୍କାନାଳରୁ ୩୭, ସମ୍ବଲପୁରରୁ ୭୮, ନୂଆପଡାରୁ ୪୯, ସୁନ୍ଦରଗଡରୁ ୬୦, ସୋନପୁର ରୁ ୨୬, ନୟାଗଡରୁ ୬୨, କଳାହାଣ୍ଡିରୁ ୩୭, ଜଗତସିଂହପୁରରୁ ୬୦, ଗଜପତିରୁ ୨୭, ଅନୁଗୁଳରୁ ୬୬, ଭଦ୍ରକରୁ ୮୭, ବଲାଙ୍ଗୀରରୁ ୧୦,ବୌଦ୍ଧରୁ ୩୬, କନ୍ଧମାଳରୁ ୩୨ଜଣ, ମାଲକାନଗିରିରୁ ୧୩ଜଣ, ନବରଙ୍ଗପୁର ରୁ ୫୫ଜଣ, ରାୟଗଡ଼ାରୁ ୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Covid-19 Report For 1st September

New Positives Cases: 3219
In quarantine: 1931
Local contacts: 1288

(Details of local contacts will be shared by concerned Dist Administration)

District Wise Cases

1. Angul: 66
2. Balasore: 194
3. Bargarh: 185
4. Bhadrak: 87
5. Balangir: 10
6. Boudh: 36
7. Cuttack: 400
8. Dhenkanal: 37
9. Gajapati: 27
10. Ganjam: 169
11. Jagatsinghpur: 60
12. Jajpur: 117
13. Jharsuguda: 60
14. Kalahandi: 37
15. Kandhamal: 32
16. Kendrapada: 57
17. Keonjhar: 102
18. Khurda: 731
19. Koraput: 90
20. Malkangiri: 13
21. Mayurbhanj: 137
22. Nawarangpur: 55
23. Nayagarh: 62
24. Nuapada: 49
25. Puri: 217
26. Rayagada: 25
27. Sambalpur: 78
28. Sonepur: 26
29. Sundargarh: 60

New Recoveries: 3484
Cumulative Tested: 1891099
Positive: 109780
Recovered: 80770
Active Cases: 28443

LEAVE A REPLY

Please enter your comment!
Please enter your name here