ଚିଙ୍ଗୁଡିଖୋଲ ଗ୍ରାମରେ ନିରାଡମ୍ବର ସହକାରେ ଦୂର୍ଗା ପୂଜା ଅନୁଷ୍ଠିତ ।

0
173

ବ୍ରହ୍ମପୁର,୨୪/୧୦/୨୦୨୦( ଟୁକୁନା ପ୍ରଧାନ) -: ଧରା ପୃଷ୍ଠକୁ ଆଗମନ କରିଛନ୍ତି ଜଗତଜନନୀ ମା ଦୁର୍ଗା । ଚଳଚଞ୍ଚଳ ପୂଜା ମଣ୍ଡପ । ନାଁ ଅଛି ସାଜସଜ୍ଜା, ନାଁ ଭକ୍ତଙ୍କ ଗହଳି ।ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ଗାଁରେ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି। ଚଳିତବର୍ଷ କରୋନା ଯୋଗୁ ପ୍ରଶାସନର ଗାଇଡ୍ ଲାଇନ୍ ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।ଏଥିରେ ସମସ୍ତ ଗ୍ରାମବାସୀ ଓ ଯୁବଗୋଷ୍ଠୀ ସହଯୋଗ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here