ବଙ୍ଗୋମୁଣ୍ଡା,୨୬/୧୦/୨୦୨୦:-ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରଙ୍କ ତାହାବିଲରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କିଛି ଅସାଧୁ କର୍ମଚାରୀ ଓ ଲାଭଖୋର ନେତାଙ୍କ ପାଇଁ ବିକାଶ ଏବେ ବାଟବଣା ହୋଇପଡିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଡପରା ଗାଁ ଇନ୍ଦିରା କ୍ଲବ ଛକ ରେ l ଆଲୋକି କରଣ ନା ରେ ନିମ୍ନମାନର ଲାଇଟ ଲଗାଯିବା ଫଳରେ ଲଗାଯାଇଥିବା ଲାଇଟ ଏବେ ଜଳୁନଥିବା ଅଭିଯୋଗ ହୋଇଛି l ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ମରାମତି କରିବାକୁ ଜନସାଧାରଣ ରେ ଦାବୀ ହେଉଛି l