କୁକୁଡ଼ାଖଣ୍ଡି ବ୍ଲକ ସ୍ଥିତ ପୁରୁଣା ପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

0
190

ବ୍ରହ୍ମପୁର,୧୩/୦୨/୨୦୨୧(ବ୍ୟୁରୋ ରିପୋର୍ଟ)କୁକୁଡ଼ାଖଣ୍ଡି ବ୍ଲକ ସ୍ଥିତ ପୁରୁଣା ପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ଅଭିଭାବକ ଓ ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଚ୍ଚ ବିଧ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପବିତ୍ର ମୋହନ ପ୍ରଧାନ ବୈଠକ ରେ ଦଶମ ଶ୍ରେଣୀ ର ୧୦୦ଦିନ ପାଠ ପଢା ବିଷୟରେ ଆଲୋଚନା କରିଥିଲେ। ସରକାର ଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ସମସ୍ତ ସୁବିଧା ଓ ସୁଯୋଗ ବିଷୟରେ ବିସ୍ତୃତ ମତ ରଖି ଥିଲେ ପ୍ରଧାନ ଶିକ୍ଷକ l ଏଥିରେ ମୁଖ୍ୟ ଅତିଥି ରୂପେ କୁକୁଡାଖଣ୍ଡି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ତ୍ରିନାଥ ମଲ୍ଲିକ ଓ ଶ୍ରୀ ଟୁନା ଦୋରା ଯୋଗ ଛାତ୍ରଛାତ୍ରୀଙ୍କୁ ନିଜ ନିଜର ମତ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here