ବ୍ରହ୍ମପୁର, ୨୨/୦୩/୨୦୨୧: ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୋପାଳ ସାଗର ସାହି ହାଇସ୍କୁଲ ପଛ ପାର୍ଶ୍ୱରେ ଥିଲା ବିରାଟ କାୟ ଅହିରାଜ। ସାପକୁ ଦେଖି ଲୋକେ ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ। ଏହାପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ଥାନୀୟ ବନ ବିଭାଗ କୁ ଜଣାଇଥିଲେ। ସମନ୍ତିଆପଲ୍ଲି ରେଞ୍ଜର ରଜତ ମିଶ୍ରଙ୍କ ନିର୍ଦେଶକ୍ରମେ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଥିଲେ। ଏବଂ ୧୧ ଫୁଟର ବିରାଟ କାୟ ଅହିରାଜ କୁ ଉଦ୍ଧାର କରିଥିଲେ।